ଢେଙ୍କାନାଳ ସଦର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ବ୍ଲକ ସହକାରୀ ଯନ୍ତ୍ରୀ ଶଙ୍କର୍ଷଣ ଖୁଣ୍ଟିଆଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଶକର୍ଷଣଙ୍କ ଢେଙ୍କାନାଳ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ  ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ୪୨ ଲକ୍ଷ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି। ସହରର କୁଞ୍ଜକାନ୍ତ, କାମାକ୍ଷାନଗରର ମଠକରଗୋଳା ଏବଂ ଗଁଦିଆର  ଜାମୁସୋରା ଘରେ  ଭିଜିଲାନ୍ସ ଚଢ଼ାଉ କରିଛି। ଶକର୍ଷଣ କିଛି ଦିନ ହେବ ଅଫିସରୁ ଛୁଟି ନେଇ ଫେରାର  […]

chitfund

Rakesh Mallick
  • Published: Thursday, 23 June 2016
  • , Updated: 23 June 2016, 02:33 PM IST

ଢେଙ୍କାନାଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ବ୍ଲକ ସହକାରୀ ଯନ୍ତ୍ରୀ ଶଙ୍କର୍ଷଣ ଖୁଣ୍ଟିଆଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଶକର୍ଷଣଙ୍କ ଢେଙ୍କାନାଳ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ  ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ୪୨ ଲକ୍ଷ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି। ସହରର କୁଞ୍ଜକାନ୍ତ, କାମାକ୍ଷାନଗରର ମଠକରଗୋଳା ଏବଂ ଗଁଦିଆର  ଜାମୁସୋରା ଘରେ  ଭିଜିଲାନ୍ସ ଚଢ଼ାଉ କରିଛି।

ଶକର୍ଷଣ କିଛି ଦିନ ହେବ ଅଫିସରୁ ଛୁଟି ନେଇ ଫେରାର  ହୋଇଯାଇଥିବା ଜଣାପଡ଼ିଛି।

Related story