ଏସ୍‌ବିଆଇରୁ ଲୁଟ୍ ଉଦ୍ୟମ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିକିରି ସ୍ଥିତ ଏସ୍‌ବିଆଇ ଶାଖାରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିବା ଜଣାପଡ଼ିଛି। ସେମାନେ ବ୍ୟାଙ୍କର ୩ଟି ତାଲା ଭାଙ୍ଗି ଦେଇଛନ୍ତି। ତେବେ ସେମାନେ କିଛି ଲୁଟ୍ କରି ନେଇ ପରି ନ ଥିବା ଢେଙ୍କାନାଳ ଏସ୍‌ପି ସୂଚନା ଦେଇଛନ୍ତି।