ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିକିରି ସ୍ଥିତ ଏସ୍ବିଆଇ ଶାଖାରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିବା ଜଣାପଡ଼ିଛି। ସେମାନେ ବ୍ୟାଙ୍କର ୩ଟି ତାଲା ଭାଙ୍ଗି ଦେଇଛନ୍ତି। ତେବେ ସେମାନେ କିଛି ଲୁଟ୍ କରି ନେଇ ପରି ନ ଥିବା ଢେଙ୍କାନାଳ ଏସ୍ପି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।