ଢେଙ୍କାନାଳ: ପୋଖରୀରୁ ମୃତଦେହ ଉଦ୍ଧାର

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ସାନ ନଡ଼କ ଗାଁରେ ଆଜି ସକାଳେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସେହି ଗାଁର ଜ୍ଞାନୀ ନାୟକ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ମୃତ ଜ୍ଞାନୀ ବୁଧବାର ରାତିରେ ସାଙ୍ଗମାନଙ୍କ ସହ ଘରୁ ବାହାରକୁ ଯାଇଥିଲେ । ମାତ୍ର ସେ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ । […]

dkl

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 10:07 AM IST

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ସାନ ନଡ଼କ ଗାଁରେ ଆଜି ସକାଳେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସେହି ଗାଁର ଜ୍ଞାନୀ ନାୟକ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

ମୃତ ଜ୍ଞାନୀ ବୁଧବାର ରାତିରେ ସାଙ୍ଗମାନଙ୍କ ସହ ଘରୁ ବାହାରକୁ ଯାଇଥିଲେ । ମାତ୍ର ସେ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ । ସବୁ ସ୍ଥାନରୁ ନିରାଶ ହେବା ପରେ ଏ ନେଇ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଆଜି ସକାଳୁ ଗାଁ ନିକଟ ଏକ ପୋଖରୀରୁ ତାଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ।

Related story