ଉଠବସ କଲେ ଜେଲ୍, ତଣ୍ଟି ଚିପିଲେ ବେଲ୍

  • Published: Saturday, 30 December 2023
  • , Updated: 30 December 2023, 05:41 PM IST

ନିମ୍ନମାନର କାମ ଅଭିଯୋଗ କଲେ ସରପଞ୍ଚ। ଏସଡିଓଙ୍କ ପାଖରୁ ଛେଚା ଖାଇଲେ। ଏସ୍‌ଡିଓ ସରପଞ୍ଚଙ୍କ ତଣ୍ଟି ଚିପୁଥିବାର ଭିଜୁଆଲ ହେଲା ଭାଇରାଲ। ଏସ୍‌ଡିଓଙ୍କୁ ସହଯୋଗ କରିଥିଲେ କନିଷ୍ଠ ଯନ୍ତ୍ରୀ। ଏସ୍‌ଡିଓଙ୍କୁ ମିଳିଛି ବେଲ୍‌। 

Related story