ଡ଼ାକ୍ତର ଦମ୍ପତିଙ୍କ ହତ୍ୟା ମାମଲା : ତିନି ଅଭିଯୁକ୍ତଙ୍କୁ  ଆଜି ପଚରାଉଚରା କରିବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀ ବିହାର ଡ଼ାକ୍ତର ଦମ୍ପତ୍ତି ହତ୍ୟା ମାମଲାରେ କମିଶନରେଟ୍ ପୋଲିସ ଆଜି ତିନି ଅଭିଯୁକ୍ତଙ୍କୁ ପଚରାଉଚରା କରିବ। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଡ଼ାକ୍ତରଙ୍କ ଘରେ ଚାକରାଣୀ ଥିବା ନିନି, ତାର ସ୍ୱାମୀ ମୁନା ଏବଂ ଏହି ଘଟଣାରେ ସଂପୃକ୍ତ ଅପରାଧୀ କିଶୋର ବେହେରା। ଏହି ତିନି ଅଭିଯୁକ୍ତଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ଆଣିବା ଲାଗି ସୋମବାର କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଦୁଇ ଦିନ ରିମାଣ୍ଡରେ […]

hotya bbsr

hotya bbsr

Rakesh Mallick
  • Published: Tuesday, 22 December 2015
  • Updated: 22 December 2015, 04:28 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀ ବିହାର ଡ଼ାକ୍ତର ଦମ୍ପତ୍ତି ହତ୍ୟା ମାମଲାରେ କମିଶନରେଟ୍ ପୋଲିସ ଆଜି ତିନି ଅଭିଯୁକ୍ତଙ୍କୁ ପଚରାଉଚରା କରିବ। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଡ଼ାକ୍ତରଙ୍କ ଘରେ ଚାକରାଣୀ ଥିବା ନିନି, ତାର ସ୍ୱାମୀ ମୁନା ଏବଂ ଏହି ଘଟଣାରେ ସଂପୃକ୍ତ ଅପରାଧୀ କିଶୋର ବେହେରା।

ଏହି ତିନି ଅଭିଯୁକ୍ତଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ଆଣିବା ଲାଗି ସୋମବାର କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଦୁଇ ଦିନ ରିମାଣ୍ଡରେ ଯିବା ଲାଗି ଅନୁମତି ଦେଇଥିଲେ। ରିମାଣ୍ଡ ବେଳେ ଡାକ୍ତର ଦମ୍ପତ୍ତିଙ୍କୁ କିଭଳି ହତ୍ୟା କରାଗଲା ସେ ସମ୍ପର୍କରେ ପୋଲିସ ଅଭିଯୁକ୍ତମାନଙ୍କଠାରୁ ଅଧିକ ତଥ୍ୟ ହାସଲ କରିବା ନେଇ ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story