ଠକେଇ ଅଭିଯୋଗରେ ଫ୍ଲୋରିସ୍ ଇଣ୍ଡିଆର ଏଜେଣ୍ଟ ଅଟକ

କୋଣାର୍କ:  ଠକେଇ ଅଭିଯୋଗରେ ଚିଟ୍‌ଫଣ୍ଡ କମ୍ପାନୀ ଫ୍ଲୋରିସ୍ ଇଣ୍ଡିଆ ସଂସ୍ଥାର ଏଜେଣ୍ଟକୁ ପୋଲିସ୍ ଅଟକ ରଖିଛି । ଅଟକ ଥିବା ଏଜେଣ୍ଟ ହେଉଛନ୍ତି ନଳବଣ ଗାଁର ରାଜୀବ ବେହେରା।

chit-fund

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 01:51 PM IST

Related story