ଜି. ଉଦୟଗିରି ସବ୍‌ଜେଲ୍‌ରୁ ୨ ବିଚାରାଧୀନ କଏଦୀ ଚମ୍ପଟ୍‌

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସବ୍‌ଜେଲରୁ ଗତକାଲି ରାତିରେ ୨ ଜଣ ବିଚାରାଧୀନ କଏଦୀ ପେଚେରୀ ଡେଇଁ ଫେରାର ହୋଇଯାଇଛନ୍ତି। ଫେରାର ଏକଦୀମାନେ ହେଲେ ପଙ୍କଜ ଦିଗାଲ ଏବଂ ସୁରେଶ ନାୟକ। ଏକ ହତ୍ୟାକାଣ୍ଡ ଘଟଣାରେ ପଙ୍କଜ ଓ ଏକ ଚୋରି ମାମଲାରେ ସୁରେଶ ବନ୍ଦୀ ଭାବେ ଜେଲ୍‌ରେ ଥିଲେ। ଉଭୟଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାରେ ଯାଞ୍ଚ ଚଳାଇଛି।

g.udayagiri

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 04:42 AM IST

Related story