ରୋଗୀଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ

ଭଞ୍ଜନଗର: ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା। ଧରାପଡ଼ିବା ପରେ ସେ ହୃଦଘାତରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଢଉମୁଣ୍ଡିଆ ଗାଁର ଶଶି ନାୟକ ନାମକ ଜଣେ ରୋଗୀ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ଆସିଥିଲେ। ଅପରେସନ୍ ପାଇଁ ତାଙ୍କୁ ଡାକ୍ତର ୫ହଜାର ଟଙ୍କା ଦାବି କରିଥିଲେ ବୋଲି ଶଶି ଅଭିଯୋଗ କରିଛନ୍ତି। ୩ ହଜାର ଟଙ୍କା […]

bhaja nager

bhaja nager

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 03:11 AM IST

Sports

Latest News

ଭଞ୍ଜନଗର: ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା। ଧରାପଡ଼ିବା ପରେ ସେ ହୃଦଘାତରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଢଉମୁଣ୍ଡିଆ ଗାଁର ଶଶି ନାୟକ ନାମକ ଜଣେ ରୋଗୀ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ଆସିଥିଲେ। ଅପରେସନ୍ ପାଇଁ ତାଙ୍କୁ ଡାକ୍ତର ୫ହଜାର ଟଙ୍କା ଦାବି କରିଥିଲେ ବୋଲି ଶଶି ଅଭିଯୋଗ କରିଛନ୍ତି। ୩ ହଜାର ଟଙ୍କା ଯୋଗାଡ଼ କରି ତାଙ୍କ ସ୍ତ୍ରୀ ଡାକ୍ତରଙ୍କୁ ଦେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story