ଗଣ୍ଡରପୁର ଡ୍ରେନେଜ ଡିଭିଜନରେ ବୋମାମାଡ ଘଟଣା: ମୁନା ଲାଡେନ ଗିରଫ

କଟକ: ଗଣ୍ଡରପୁର ଡ୍ରେନେଜ ଅଫିସ ଉପରେ ସୋମବାର ହୋଇଥିବା ବୋମାମାଡ ଘଟଣାରେ କୁଖ୍ୟାତ ଅପରାଧୀ ମୁନା ଲାଡେନକୁ ଚାଉଳିଆଗଞ୍ଜ ପୋଲିସ ଗିରଫ କରିଛି। ମୁନା ନାଁରେ ପୂର୍ବରୁ ଦୁଇଟି ହତ୍ୟା ମାମଲା ରହିଛି । ଏହାବାଦ ଅନ୍ୟାନ୍ୟ ଘଟଣାରେ ୭ଟି ମାମଲା ରହିଛି । ସୋମବାର ଡ୍ରେନେଜ ଡିଭିଜନରେ ଏକ ବାଇକରେ ଆସି ଦୁଇଜଣ ଦୁର୍ବୃତ୍ତ ବୋମାମାଡ କରି ଫଷରାର ହୋଇଯାଇଥିଲେ । ବୋମାଟି ଅଫିସ ଗେଟରେ ମାଡ ହୋଇଥିଲା। ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି […]

gandarpur

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 10:10 AM IST

କଟକ: ଗଣ୍ଡରପୁର ଡ୍ରେନେଜ ଅଫିସ ଉପରେ ସୋମବାର ହୋଇଥିବା ବୋମାମାଡ ଘଟଣାରେ କୁଖ୍ୟାତ ଅପରାଧୀ ମୁନା ଲାଡେନକୁ ଚାଉଳିଆଗଞ୍ଜ ପୋଲିସ ଗିରଫ କରିଛି। ମୁନା ନାଁରେ ପୂର୍ବରୁ ଦୁଇଟି ହତ୍ୟା ମାମଲା ରହିଛି । ଏହାବାଦ ଅନ୍ୟାନ୍ୟ ଘଟଣାରେ ୭ଟି ମାମଲା ରହିଛି । ସୋମବାର ଡ୍ରେନେଜ ଡିଭିଜନରେ ଏକ ବାଇକରେ ଆସି ଦୁଇଜଣ ଦୁର୍ବୃତ୍ତ ବୋମାମାଡ କରି ଫଷରାର ହୋଇଯାଇଥିଲେ । ବୋମାଟି ଅଫିସ ଗେଟରେ ମାଡ ହୋଇଥିଲା। ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related story