ଗଣେଶ ପୂଜା ଭସାଣିକୁ ନେଇ ରେଭେନ୍ସାରେ ଗଣ୍ଡଗୋଳ; ଥାନାରେ ୨ ଅଟକ

କଟକ: ଗଣେଶ ପୂଜା ଭସାଣିକୁ ନେଇ ରେଭେନ୍ସାରେ ଗଣ୍ଡଗୋଳ ହୋଇଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଇଛି ହାତାହାତି। କୂଳପତିଙ୍କ ଗାଡି ମଧ୍ୟ ଭଙ୍ଗାରୁଜା ହୋଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ୨ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଛି।

cuttack

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 09:09 AM IST

Related story