ଗଞ୍ଜାମ: ୫ ଲୁଟେରା ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ପୋଲିସ୍ ୫ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ଜିତେନ୍ଦ୍ର ନାୟକ, ଅକ୍ଷୟ ନାୟକ, ଜଗା ଜେନା, ପପୁ ପଲେଇ ଓ ଟୁଲୁ ବିଶ୍ୱାଳ। ପୋଲିସ୍ ସେମାନଙ୍କଠାରୁ ୯ଟି ବାଇକ୍, ଟ୍ରାକ୍ଟର ଜବତ କରିଛି। ଗତ କିଛିଦିନ ହେବ ଏମାନେ ବୁଗୁଡ଼ା ଅଞ୍ଚଳରେ ଲୁଟ୍‌ପାଟ୍‌ କରୁଥିଲେ।

loot

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 03:28 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ପୋଲିସ୍ ୫ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ଜିତେନ୍ଦ୍ର ନାୟକ, ଅକ୍ଷୟ ନାୟକ, ଜଗା ଜେନା, ପପୁ ପଲେଇ ଓ ଟୁଲୁ ବିଶ୍ୱାଳ। ପୋଲିସ୍ ସେମାନଙ୍କଠାରୁ ୯ଟି ବାଇକ୍, ଟ୍ରାକ୍ଟର ଜବତ କରିଛି।

ଗତ କିଛିଦିନ ହେବ ଏମାନେ ବୁଗୁଡ଼ା ଅଞ୍ଚଳରେ ଲୁଟ୍‌ପାଟ୍‌ କରୁଥିଲେ।

Related story