ଗଞ୍ଜାମ: କାଉଡ଼ିଆ ଗାଁରେ ନାବାଳିକାକୁ ଅପହରଣ ଓ ଧର୍ଷଣ ଘଟଣାର ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କାଉଡ଼ିଆ ଗାଁରେ ଜଣେ ନାବାଳିକାକୁ ଅପହରଣ ଓ ଧର୍ଷଣ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ତା’ ନାଁ ନାରାୟଣ ଦାଶ। ତା’ ଘର ଧରାକୋଟା ଥାନା ଅନ୍ତର୍ଗତ ବରିକୁଦ ଗାଁରେ। ତାକୁ ଗତକାଲି ରାତିରେ ବ୍ରହ୍ମପୁର ନିକଟ ଆଙ୍କୁଶପୁର ଛକରୁ ଗିରଫ କରାଯାଇଥିଲା ବୋଲି ଦକ୍ଷିଣାଞ୍ଚଳ ପୋଲିସ୍ ଡିଆଇଜି ଅମିତାଭ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଆଉ ଏକ ଅପହରଣ ଓ […]

handcuff

handcuff

Rakesh Mallick
  • Published: Wednesday, 16 December 2015
  • Updated: 16 December 2015, 03:14 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କାଉଡ଼ିଆ ଗାଁରେ ଜଣେ ନାବାଳିକାକୁ ଅପହରଣ ଓ ଧର୍ଷଣ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ତା’ ନାଁ ନାରାୟଣ ଦାଶ। ତା’ ଘର ଧରାକୋଟା ଥାନା ଅନ୍ତର୍ଗତ ବରିକୁଦ ଗାଁରେ। ତାକୁ ଗତକାଲି ରାତିରେ ବ୍ରହ୍ମପୁର ନିକଟ ଆଙ୍କୁଶପୁର ଛକରୁ ଗିରଫ କରାଯାଇଥିଲା ବୋଲି ଦକ୍ଷିଣାଞ୍ଚଳ ପୋଲିସ୍ ଡିଆଇଜି ଅମିତାଭ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଆଉ ଏକ ଅପହରଣ ଓ ଧର୍ଷଣ ମାମଲାରେ ସେ ଜେଲ୍ ଦଣ୍ଡାଦେଶ ଭୋଗି ସାରିଥିଲା ବୋଲି ଡିଆଇଜି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଅଭିଯୁକ୍ତ ଉକ୍ତ ନାବାଳିକାକୁ ଅପହରଣ କରି ନେଇଥିଲା। ଅଭିଯୁକ୍ତ ତାକୁ ବାରମ୍ବାର ଧର୍ଷଣ କରିଥିଲା। ଏପରିକି ତାକୁ ବିଭିନ୍ନ ସ୍ଥାନ ବୁଲାଇ ଭିକ ମଧ୍ୟ ମାଗୁଥିଲା। ଗତ ୪ ତାରିଖ ଦିନ ରେଳ ଷ୍ଟେସନରେ ପୀଡ଼ିତାକୁ ଧରି ଶୋଇଥିବା ଅବସ୍ଥାରେ ପୀଡ଼ିତା ଜଣକ ସେଠାରୁ ଖସି ଚାଲି ଆସିଥିଲା। ପୀଡ଼ିତା ଫେରି ଆସିବା ପରେ ପୋଲିସ୍ ଅଭିଯୁକ୍ତକୁ ଧରିବାକୁ ଜୋରଦାର ତନାଘନା କରିଥିଲେ। ଶେଷରେ ଗତକାଲି ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story