ସ୍ୱାମୀର ଭୁଜାଲି ମାଡ଼ରେ ସ୍ତ୍ରୀ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଇଛାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ ହର୍ଷବର୍ଦ୍ଧନ ସ୍ୱାଇଁଙ୍କ ଭୁଜାଲି ମାଡ଼ରେ ୬ ମାସର ଗର୍ଭବତୀ ପତ୍ନୀ ରିଙ୍କି ସ୍ୱାଇଁଙ୍କ ମୃତ୍ୟୁ ଘଟିଛି। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପତ୍ନୀକୁ ହତ୍ୟା କରି ସ୍ୱାମୀ ଶ୍ରୀ ସ୍ୱାଇଁ ଥାନାରେ ଆତ୍ମସମର୍ପଣ କରିଛି।

jasinghpur,,,,

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 03:26 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଇଛାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ ହର୍ଷବର୍ଦ୍ଧନ ସ୍ୱାଇଁଙ୍କ ଭୁଜାଲି ମାଡ଼ରେ ୬ ମାସର ଗର୍ଭବତୀ ପତ୍ନୀ ରିଙ୍କି ସ୍ୱାଇଁଙ୍କ ମୃତ୍ୟୁ ଘଟିଛି। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପତ୍ନୀକୁ ହତ୍ୟା କରି ସ୍ୱାମୀ ଶ୍ରୀ ସ୍ୱାଇଁ ଥାନାରେ ଆତ୍ମସମର୍ପଣ କରିଛି।

Related story