ମଦ ସାମ୍ରାଜ୍ୟ ଉପରେ ଥମୁନି ରେଡ୍; ଢେଙ୍କାନାଳରେ ପଶିଲା ଆୟକର ଟିମ୍

ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ମଲ୍ଟଏୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

Shakti Maltier and Lemonade Pvt limited PhotoOR

ଶକ୍ତି ମଲ୍ଟଏୟର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ରେଡ୍

Tapaswini Nayak
  • Published: Saturday, 16 December 2023
  • Updated: 16 December 2023, 09:57 AM IST

Sports

Latest News

ରାଜ୍ୟର ମଦ ବ୍ୟବସାୟର ସାମ୍ରାଜ୍ୟ ଉପରେ ଥମୁନି ଆୟକର ବିଭାଗର ରେଡ୍। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ରାୟନୃସିଂହପୁର ପଞ୍ଚାୟତ ମାଛିଆ ଗାଁରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ମାରଥନ ରେଡ୍‌ କରିଛି ଆୟକର ବିଭାଗ। ଗତକାଲି ଆୟକର ବିଭାଗର ୨ଟି ଟିମ୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ରେଡ୍ କରିଥିବା ବେଳେ ଆଜି ବି ଏହି ରେଡ୍‌ ଜାରି ରହିଛି। ରେଡ୍ ବେଳେ ଆଇଟି ଟିମ କମ୍ପାନୀର କାଗଜପତ୍ର ତନ୍ନ ତନ୍ନ କରି ଯାଞ୍ଚ କରିଛି।

ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଏହି ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ମଲ୍ଟଏୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡରୁ ସ୍ପିରିଟ ଆଣିଥାଏ। ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡରୁ ସ୍ପିରଟ ଆଣିଲା ବେଳେ ସ୍ୱଚ୍ଛତା ଅବଲମ୍ବନ କରିଛି କି ନାହିଁ ତାର ଯାଞ୍ଚ କରାଯାଉଛି। ଏହି କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ଅଭିଯୋଗ ରହିଛି।

Also Read

କିଛି ଦିନ ପୂର୍ବରୁ ଶକ୍ତି ମଲ୍ଟଏୟର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ଅବକାରୀ ବିଭାଗ ରେଡ୍ କରିଥିଲା। ଅନନୈତିକ ଭାବେ ମଦ ରଖିବା ଅଭିଯୋଗରେ ଏହି ରେଡ୍ କରାଯାଇଥିଲା।

ଶକ୍ତି ମଲ୍ଟଏୟର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୧୨ ମେ’ରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି। କମ୍ପାନୀ ସରକାରୀସ୍ତରରେ ମୁଖ୍ୟତଃ ୪ଟି କାର୍ଯ୍ୟ ଯଥା ବ୍ଲେଣ୍ଡିଙ୍ଗ, ବଟଲିଂ, ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଂ ପାଇଁ ଅନୁମତି ପାଇଛି। ତେବେ ଆଇଟି ରେଡ୍ ନେଇ ଶକ୍ତି ମଲ୍ଟଏୟର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ମାଲିକ ବ୍ରିକମ ସାହୁଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 ସୂଚନାଯୋଗ୍ୟ, ଆୟକର ଫାଙ୍କି ଅଭିଯୋଗରେ ଡିସେମ୍ବର ୬ ତାରିଖରେ  ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ରେଡ୍‌ କରାଯାଇଥିଲା। କେବଳ ଓଡ଼ିଶାରେ ନୁହେଁ, କୋଲକତା ସମେତ ରାଞ୍ଚିର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ୨୯ ଡିସେମ୍ବର ୨୦୦୮ରେ କୋଲକତାରେ ପଞ୍ଜିକୃତ ହୋଇଥିବା ଏହି କମ୍ପାନୀର ଓଡ଼ିଶାର ବିଭିନ୍ନ ଶାଖାରେ ବହୁ ବିଜନେସ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story