ଆଇଆଇଟି ଭୁବନେଶ୍ୱର ରେଜିଷ୍ଟ୍ରାର ଡି.ଗୁଣଶେଖରଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱର ରେଜିଷ୍ଟ୍ରାର ଡି.ଗୁଣଶେଖରଙ୍କ ଘରେ ଗତକାଲି ସିବିଆଇ ଚଢ଼ାଉ କରିଛି। ପଶ୍ଚିମବଙ୍ଗ ଶାନ୍ତି ନିକେତନର ନିଯୁକ୍ତି ତଥା ଆର୍ଥିକ  ଅନିୟମିତତାକୁ ନେଇ ହୋଇଥିବା ଅଭିଯୋଗ ଆଧାରରେ ସିବିଆଇ ଏହି ଚଢ଼ାଉ କରିଛି ବୋଲି ଜଣାପଡିଛି। ସେତେବେଳେ ଗୁଣଶେଖର ଶାନ୍ତି ନିକେତନରେ ଉପକୁଳସଚିବ ପଦରେ ନିଯୁକ୍ତ ଥିଲେ। ଶାନ୍ତି ନିକେତନର ପୂର୍ବତନ କୁଳପତିଙ୍କ ଘରେ ମଧ୍ୟ ସିବିଆଇ ଚଢ଼ାଉ କରିଛି।

cbi

Rakesh Mallick
  • Published: Wednesday, 25 May 2016
  • , Updated: 25 May 2016, 05:07 AM IST

Related story