ଆନ୍ତଃଜିଲ୍ଲା ସିନ୍ଧି ଚୋର ରାକେଟ୍‌ର ୪ ଗିରଫ

କଟକ: ଆନ୍ତଃଜିଲ୍ଲା ସିନ୍ଧି ଚୋର ରାକେଟର ୪ ଜଣଙ୍କୁ ଗିରଫ କରିଛି ଚୌଦ୍ୱାର ପୋଲିସ୍। ଏହି ରାକେଟର ମୁଖ୍ୟ କଟକ ଗୁରୁଡ଼ିଝାଟିଆ ଅଞ୍ଚଳର ବାବୁଲି ଓରଫ ଅଶୋକ କୁମାର ଦାସଙ୍କ ସମେତ ଆଉ ୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଲାପ୍‌ଟପ୍,ଜେନରେଟର ଓ ଏସି ସହ ଅନେକ ସାମଗ୍ରୀ ଜବତ କରାଯାଇଛି। ୪ଜଣଙ୍କ ମଧ୍ୟରୁ ଜଣେ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଗିରଫ ହୋଇଛି। ଏହି ରାକେଟ୍ କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଆଦି […]

handcuffs

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 11:09 AM IST

କଟକ: ଆନ୍ତଃଜିଲ୍ଲା ସିନ୍ଧି ଚୋର ରାକେଟର ୪ ଜଣଙ୍କୁ ଗିରଫ କରିଛି ଚୌଦ୍ୱାର ପୋଲିସ୍। ଏହି ରାକେଟର ମୁଖ୍ୟ କଟକ ଗୁରୁଡ଼ିଝାଟିଆ ଅଞ୍ଚଳର ବାବୁଲି ଓରଫ ଅଶୋକ କୁମାର ଦାସଙ୍କ ସମେତ ଆଉ ୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଲାପ୍‌ଟପ୍,ଜେନରେଟର ଓ ଏସି ସହ ଅନେକ ସାମଗ୍ରୀ ଜବତ କରାଯାଇଛି। ୪ଜଣଙ୍କ ମଧ୍ୟରୁ ଜଣେ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଗିରଫ ହୋଇଛି।

ଏହି ରାକେଟ୍ କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଆଦି ଅଞ୍ଚଳରେ ଚୋରି କରୁଥିଲା ବୋଲି କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି।

Related story