୫ ବର୍ଷର ଛୁଆ ନଦୀରେ ପଡ଼ିଯିବା ଘଟଣା: ଇରାନୀ ମହିଳା କୋର୍ଟରେ ହାଜର

ରାୟଗଡ଼ା: ଆଇନ୍‌ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ରାୟଗଡ଼ାରେ ରହୁଥିବା ଇରାନୀ ମହିଳା ନର୍ଗିସ୍‌ କେ. ଆସ୍ତାରି। ନାଗାବଳୀ ନଦୀରେ ପଡ଼ି ଜଣେ ଛୁଆର ମୃତ୍ୟୁ ଘଟଣାରେ ତାଙ୍କୁ ଆଜି ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ନର୍ଗିସଙ୍କ ନାଁରେ କୋର୍ଟରେ ମାମଲା ଥିବାରୁ ତାଙ୍କୁ ଭିସା ମିଳୁନି। ସେଥିପାଇଁ ସେ ଇରାନୀ ଦୂତାବାସଙ୍କ ସହାୟତା ଲୋଡ଼ିଛନ୍ତି। ୪ ବର୍ଷ ତଳେ ନର୍ଗିସ୍‌ ରାୟଗଡ଼ା ଆସି ମୁକୁନ୍ଦପୁରରେ ଏକ ଅନାଥ ଆଶ୍ରମ ନିର୍ମାଣ କରିଥିଲେ। ୨୦୧୪ […]

iran-lady

iran-lady

Rakesh Mallick
  • Published: Monday, 10 October 2016
  • Updated: 10 October 2016, 08:34 PM IST

Sports

Latest News

iran-ladyରାୟଗଡ଼ା: ଆଇନ୍‌ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ରାୟଗଡ଼ାରେ ରହୁଥିବା ଇରାନୀ ମହିଳା ନର୍ଗିସ୍‌ କେ. ଆସ୍ତାରି। ନାଗାବଳୀ ନଦୀରେ ପଡ଼ି ଜଣେ ଛୁଆର ମୃତ୍ୟୁ ଘଟଣାରେ ତାଙ୍କୁ ଆଜି ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ନର୍ଗିସଙ୍କ ନାଁରେ କୋର୍ଟରେ ମାମଲା ଥିବାରୁ ତାଙ୍କୁ ଭିସା ମିଳୁନି। ସେଥିପାଇଁ ସେ ଇରାନୀ ଦୂତାବାସଙ୍କ ସହାୟତା ଲୋଡ଼ିଛନ୍ତି।

୪ ବର୍ଷ ତଳେ ନର୍ଗିସ୍‌ ରାୟଗଡ଼ା ଆସି ମୁକୁନ୍ଦପୁରରେ ଏକ ଅନାଥ ଆଶ୍ରମ ନିର୍ମାଣ କରିଥିଲେ। ୨୦୧୪ ନଭେମ୍ୱର ୩ ତାରିଖରେ ଆଶ୍ରମର ଅନ୍ତେବାସୀ ନାଗାବଳୀ ନଦୀ ଉପରେ ନିର୍ମିତ ଝୁଲା ପୋଲ ଦେଖାବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଜଣେ ୫ ବର୍ଷର ଛୁଆ ନଦୀରେ ପଡ଼ି ଭାସି ଯାଇ ପ୍ରାଣ ହରାଇଥିଲା। ଏହି ଘଟଣାରେ ନର୍ଗିସଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos