ଖୋର୍ଦ୍ଧା: ଆଇଆରବି ଯବାନଙ୍କ ଉପରେ ବୋମାମାଡ ଘଟଣାରେ ୧୪ ଗିରଫ୍

ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ବଡପୋଖରିଆ ଗାଁରେ ପୋଲିସ ଉପରେ ବୋମାମାଡ ଘଟଣାରେ ୧୪ଜଣ ଗିରଫ କରିଛି ନିରାକାରପୁର ପୋଲିସ୍ । ଗାଁର ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଏହାକୁ ନେଇ ଡସେମ୍ବର ୧୧ ତାରିଖରେ ଗାଁରେ ପୋଲିସ୍ ମୁତୟନ ହୋଇଥିଲେ। ତେବେ ଗତକାଲି ବିଳମ୍ୱିତ ରାତିରେ ପୋଲିସ୍ ଶିବିର ଉପରେ ବୋମାମାଡ଼ ହୋଇଥିଲା। ଏଥିରେ ୫ଜଣ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଯବାନ ଆହତ ହୋଇଥିଲେ। ସେମାନଙ୍କୁ ଖୋର୍ଦ୍ଧା […]

attack on irb-jawan

attack on irb-jawan

Rakesh Mallick
  • Published: Tuesday, 22 December 2015
  • Updated: 22 December 2015, 03:48 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ବଡପୋଖରିଆ ଗାଁରେ ପୋଲିସ ଉପରେ ବୋମାମାଡ ଘଟଣାରେ ୧୪ଜଣ ଗିରଫ କରିଛି ନିରାକାରପୁର ପୋଲିସ୍ । ଗାଁର ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଏହାକୁ ନେଇ ଡସେମ୍ବର ୧୧ ତାରିଖରେ ଗାଁରେ ପୋଲିସ୍ ମୁତୟନ ହୋଇଥିଲେ। ତେବେ ଗତକାଲି ବିଳମ୍ୱିତ ରାତିରେ ପୋଲିସ୍ ଶିବିର ଉପରେ ବୋମାମାଡ଼ ହୋଇଥିଲା। ଏଥିରେ ୫ଜଣ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଯବାନ ଆହତ ହୋଇଥିଲେ। ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ବୋଲି ଖୋର୍ଦ୍ଧା ଏସପି ଦିଲୀପ ଦାସ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story