ନିମ୍ନମାନର ଔଷଧ ପରାମର୍ଶ ଦେବା ଘଟଣା: ୨୮କୁ ଘୁଞ୍ଚିଲା ଡାକ୍ତର ଦମ୍ପତିଙ୍କ ଜାମିନ ଆବେଦନ ଶୁଣାଣି

କଟକ: କ୍ୟାନସର ରୋଗୀଙ୍କୁ ନିମ୍ନମାନର ଔଷଧ ପରାମର୍ଶ ଦେବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଡାକ୍ତର ଦମ୍ପତି ଓ ଔଷଧ କମ୍ପାନୀ ମାଲିକଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୨୮ ତାରିଖକୁ ଘୁଞ୍ଚିଛି। ଏହି ସମୟରେ ମଧ୍ୟରେ  କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦାଖଲ କରିବା  ପାଇଁ ହାଇକୋର୍ଟ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଗରିବ କ୍ୟାନସର ରୋଗୀଙ୍କୁ ବଜାର ଦରଠାରୁ ଅଧିକ ଦରରେ ବିକ୍ରି ହେଉଥିବା ନିର୍ଦ୍ଦିଷ୍ଟ ଏକ କମ୍ପାନୀର ଔଷଧ ଖାଇବାକୁ ପରାମର୍ଶ ଦେଇ ଲକ୍ଷ […]

highcourt

highcourt

Rakesh Mallick
  • Published: Friday, 23 September 2016
  • Updated: 23 September 2016, 08:00 PM IST

କଟକ: କ୍ୟାନସର ରୋଗୀଙ୍କୁ ନିମ୍ନମାନର ଔଷଧ ପରାମର୍ଶ ଦେବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଡାକ୍ତର ଦମ୍ପତି ଓ ଔଷଧ କମ୍ପାନୀ ମାଲିକଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୨୮ ତାରିଖକୁ ଘୁଞ୍ଚିଛି। ଏହି ସମୟରେ ମଧ୍ୟରେ  କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦାଖଲ କରିବା  ପାଇଁ ହାଇକୋର୍ଟ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି।

ଗରିବ କ୍ୟାନସର ରୋଗୀଙ୍କୁ ବଜାର ଦରଠାରୁ ଅଧିକ ଦରରେ ବିକ୍ରି ହେଉଥିବା ନିର୍ଦ୍ଦିଷ୍ଟ ଏକ କମ୍ପାନୀର ଔଷଧ ଖାଇବାକୁ ପରାମର୍ଶ ଦେଇ ଲକ୍ଷ ଲକ୍ଷ ଟଙ୍କା ହାତେଇଥିବା ଡାକ୍ତର ସୁରେନ୍ଦ୍ରନାଥ ସେନାପତି ଓ ତାଙ୍କ ପତ୍ନୀ ଡାକ୍ତର ଦିପ୍ତୀରାଣୀ ସାମନ୍ତଙ୍କୁ ଗତ ୧୬ ତାରିଖ ଦିନ ଭିଜିଲାନ୍ସ ଗିରଫ କରିଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଡାକ୍ତର ଦମ୍ପତିଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story