ଝାରସୁଗୁଡ଼ା: ଚୋରା ବନ୍ଧୁକ ରାକେଟ ଠାବ, ୫ଗିରଫ

ଝାରସୁଗୁଡ଼ା: ଏକ ଚୋରା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାଶ କରିଛି ଝାରସୁଗୁଡ଼ା ପୋଲିସ। ଏହି ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି ।ଏମାନେ ବିହାରରୁ ଝାରସୁଗୁଡ଼ାକୁ ଚୋରାରେ ବନ୍ଧୁକ ଆଣି ବିକ୍ରି ଯୋଜନା କରିଥିଲେ। ବନ୍ଧୁକ ସହ ୪ଟି ମାଉଜର, ୯ଟି ଗୁଳି, ୫ ହଜାର ଟଙ୍କା ଏବଂ ୪ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରଯାଇଛି। ଏହି ଘଟଣାରେ ବିହାର ଆରା ଜିଲ୍ଲା ବିନ୍ଦଗାଓଁର ସଂଜୟ କୁମାର ସିଂ, ଝାଡ଼ଖଣ୍ଡର ଦୀଲିପ କୁମାର ସାହି, ଝାରସୁଗୁଡାର ନେପାଲ […]

j

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 07:35 AM IST

ଝାରସୁଗୁଡ଼ା: ଏକ ଚୋରା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାଶ କରିଛି ଝାରସୁଗୁଡ଼ା ପୋଲିସ। ଏହି ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି ।ଏମାନେ ବିହାରରୁ ଝାରସୁଗୁଡ଼ାକୁ ଚୋରାରେ ବନ୍ଧୁକ ଆଣି ବିକ୍ରି ଯୋଜନା କରିଥିଲେ। ବନ୍ଧୁକ ସହ ୪ଟି ମାଉଜର, ୯ଟି ଗୁଳି, ୫ ହଜାର ଟଙ୍କା ଏବଂ ୪ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରଯାଇଛି। ଏହି ଘଟଣାରେ ବିହାର ଆରା ଜିଲ୍ଲା ବିନ୍ଦଗାଓଁର ସଂଜୟ କୁମାର ସିଂ, ଝାଡ଼ଖଣ୍ଡର ଦୀଲିପ କୁମାର ସାହି, ଝାରସୁଗୁଡାର ନେପାଲ ମିସ୍ତ୍ରୀ, ମୁନା ଖଣ୍ଡଗାଁ ଓ ମୃତ୍ୟୁଞ୍ଜୟ ପାଲଙ୍କୁ ପୋଲିସ ଗିରଫ କରିଛି।

Related story