ଜେସିବି ପୋଡ଼ି ଘଟଣା: ମାଓନେତା ସବ୍ୟସାଚୀ ଓ ସଂଗ୍ରାମ କୋର୍ଟରେ ହାଜର

ଭଞ୍ଜନଗର: ବିରିକୋଟ୍‌ ଜେସିବି ମେସିନ ପୋଡ଼ି ଘଟଣାରେ ମାଓ ନେତା ସବ୍ୟସାଚୀ ପଣ୍ଡା  ଓ ସଂଗ୍ରାମ ମହାନ୍ତି ଆଜି ଭଞ୍ଜନଗର କୋର୍ଟରେ ହାଜର ହୋଇଛନ୍ତି। ଏହି ଘଟଣାରେ ଦୁଇ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଘଟଣା ଦିନ ଅଭିଯୁକ୍ତମାନେ ମୁହଁରେ କଳାକନା ଘୋଡ଼ାଇ ଜେସିବି ମେସିନ୍  ଉପରକୁ ଟିଫିନ୍ ବୋମା  ଫିଙ୍ଗିଥିଲେ।  ଫଳରେ  ମେସିନଟି ପୋଡ଼ିଯାଇଥିଲା। ମାଓ ନେତା ସବ୍ୟସାଚୀ ପଣ୍ଡା  କହିଛନ୍ତି, “ଏହି ଅଭିଯୋଗ ମିଥ୍ୟା ଓ ଭତ୍ତିହୀନ। ବର୍ତ୍ତମାନ ମୋ ଆକାଉଣ୍ଟକୁ ୪୫ ଲକ୍ଷ […]

sabyaschi

Rakesh Mallick
  • Published: Thursday, 09 June 2016
  • , Updated: 09 June 2016, 06:14 PM IST

ଭଞ୍ଜନଗର: ବିରିକୋଟ୍‌ ଜେସିବି ମେସିନ ପୋଡ଼ି ଘଟଣାରେ ମାଓ ନେତା ସବ୍ୟସାଚୀ ପଣ୍ଡା  ଓ ସଂଗ୍ରାମ ମହାନ୍ତି ଆଜି ଭଞ୍ଜନଗର କୋର୍ଟରେ ହାଜର ହୋଇଛନ୍ତି। ଏହି ଘଟଣାରେ ଦୁଇ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

ଘଟଣା ଦିନ ଅଭିଯୁକ୍ତମାନେ ମୁହଁରେ କଳାକନା ଘୋଡ଼ାଇ ଜେସିବି ମେସିନ୍  ଉପରକୁ ଟିଫିନ୍ ବୋମା  ଫିଙ୍ଗିଥିଲେ।  ଫଳରେ  ମେସିନଟି ପୋଡ଼ିଯାଇଥିଲା।

ମାଓ ନେତା ସବ୍ୟସାଚୀ ପଣ୍ଡା  କହିଛନ୍ତି, “ଏହି ଅଭିଯୋଗ ମିଥ୍ୟା ଓ ଭତ୍ତିହୀନ। ବର୍ତ୍ତମାନ ମୋ ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ଆସିଛି ବୋଲି ମିଥ୍ୟା ପ୍ରଚାର କରାଯାଉଛି। ଏପରି ଘଟଣା  ପ୍ରଚାର କରି ମୋତେ  ମିଛରେ ବଦନାମ କରାଯାଉଛି। ”

Related story