ଜୟପୁର: ଚିତାବାଘ ଛାଲ ଜବତ, ଜଣେ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରୁ ଏକ ଚିତାବାଘର ଛାଲ ଜବତ କରାଯାଇଛି। ଦୁଇ ଜଣ ବାଇକ ଆରୋହୀଙ୍କ ଠାରୁ ଏହି ଛାଲ ଜବତ କରାଯାଇଛି। ୧୬ ନମ୍ୱର ଜାତୀୟ ରାଜପଥ ଦେବୀଘାଟ ନିକଟରେ କୋରାପୁଟ ବନବିଭାଗ ପକ୍ଷରୁ ଚେକିଂ ସମୟରେ ଚିତାବାଘର ଛାଲ ଜବତ କରାଯାଇଛି।  ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ ହେଇଥିବା ବେଳେ ତଦନ୍ତ ଜାରି ରହିଛି।

baghachlala jabat

Rakesh Mallick
  • Published: Thursday, 17 December 2015
  • , Updated: 18 December 2015, 10:19 AM IST

Related story