ଝାରସୁଗୁଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼

ଝାରସୁଗୁଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ରାମପୁରରେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି। ତାଙ୍କ ନାଁ ଅବିନାଶ ପାଶୱାନ। ତାଙ୍କୁ ଗୁରୁତର ଅବସ୍ଥାରେ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରୁ  ବୁର୍ଲା ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତମାନେ ଅବିନାଶକୁ ଘରୁ ଡ଼ାକି ଆଣି ଗୁଳିମାଡ଼ କରିଥିଲେ। ଅବିନାଶ ଦୌଡି ପଳାଉଥିବା ବେଳେ ତାଙ୍କ ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ଗୁଳିକାଣ୍ଡ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ପୋଲିସ୍ ସେମାନଙ୍କୁ ଧରିବାକୁ ତନାଘନା ଜାରି […]

firing

Rakesh Mallick
  • Published: Wednesday, 23 March 2016
  • , Updated: 23 March 2016, 09:46 AM IST

ଝାରସୁଗୁଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ରାମପୁରରେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି। ତାଙ୍କ ନାଁ ଅବିନାଶ ପାଶୱାନ। ତାଙ୍କୁ ଗୁରୁତର ଅବସ୍ଥାରେ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରୁ  ବୁର୍ଲା ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତମାନେ ଅବିନାଶକୁ ଘରୁ ଡ଼ାକି ଆଣି ଗୁଳିମାଡ଼ କରିଥିଲେ। ଅବିନାଶ ଦୌଡି ପଳାଉଥିବା ବେଳେ ତାଙ୍କ ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି।

ଗୁଳିକାଣ୍ଡ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ପୋଲିସ୍ ସେମାନଙ୍କୁ ଧରିବାକୁ ତନାଘନା ଜାରି ରଖିଛି।

Related story