ଜ୍ୟୋତିରାଣୀଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ

ରାଉରକେଲା: ଠକେଇ ଅଭିଯୋଗରେ ଗିରଫ ହୋଇଥିବା ସି’ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପତ୍ନୀ ଜ୍ୟୋତିରାଣୀ ଷଡ଼ଙ୍ଗୀଙ୍କୁ ଆଜି ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି। ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବଳରେ ଜ୍ୟୋତିରାଣୀ ରାଉରକେଲା ଏସ୍‌ଡିଜେଏମ୍ କୋର୍ଟରେ ହାଜର ପରେ ମୁକୁଳିଛନ୍ତି। ରାଉରକେଲାର ଜଣେ ଜମାକାରୀଙ୍କଠାରୁ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜ୍ୟୋତିରାଣୀଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିବା ପରେ ତାଙ୍କୁ ରାଉରକେଲା ପଠାଇ ଦିଆଯାଇଥିଲା।

jyotiranee

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 08:17 PM IST

Related story