କଲ୍ୟାଣସିଂହପୁର: ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ପୋଲିସ ଆଜି ୫୦ କେଜି ଗଞ୍ଜେଇ ଜବତ କରିଛି। ଅମଳାଭଟ୍ଟା ଛକ ରାମଚନ୍ଦ୍ର ସାହି ନିକଟରେ ଏକ ବୁଦାମୂଳରେ ୭ଟି ବ୍ୟାଗରେ ଗଞ୍ଜେଇ ରଖାଯାଇଥିବା ପୋଲିସ ଖବର ପାଇ ଜବତ କରିଥିଲା। ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ କିଏ କେଉଁଠାରୁ ଏହି ଗଞ୍ଜେଇ ଆଣିଥିଲା ତାହା ସ୍ପଷ୍ଟ ହୋଇନାହିଁ।

ganja

Rakesh Mallick
  • Published: Sunday, 18 December 2016
  • , Updated: 18 December 2016, 10:03 PM IST

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ପୋଲିସ ଆଜି ୫୦ କେଜି ଗଞ୍ଜେଇ ଜବତ କରିଛି। ଅମଳାଭଟ୍ଟା ଛକ ରାମଚନ୍ଦ୍ର ସାହି ନିକଟରେ ଏକ ବୁଦାମୂଳରେ ୭ଟି ବ୍ୟାଗରେ ଗଞ୍ଜେଇ ରଖାଯାଇଥିବା ପୋଲିସ ଖବର ପାଇ ଜବତ କରିଥିଲା।

ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ କିଏ କେଉଁଠାରୁ ଏହି ଗଞ୍ଜେଇ ଆଣିଥିଲା ତାହା ସ୍ପଷ୍ଟ ହୋଇନାହିଁ।

Related story