କଲ୍ୟାଣସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫାର୍ମାସିଷ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଲ୍ୟାଣସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ବଡୋଟଡ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଅଶୋକ ପାତ୍ରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରୁଛି। ତାଙ୍କ କଲ୍ୟାଣସିଂହପୁର ଓ ରାୟଗଡ଼ା ଘର ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି। ଏହାସହିତ ତାଙ୍କ ଦୁଇଟି ଦୋକାନ ଘରେ ମଧ୍ୟ ଚଢ଼ାଉ ଚାଲିଛି। ଭିଜିଲାନ୍ସ ଡିଏସ୍‌ପି ରଞ୍ଜନ କୁମାର ଦାସ ଓ ଡିକେ ନାୟକଙ୍କ ସହ ମୋଟ ୧୦ ଜଣ ଅଧିକାରୀ ଏହି ଚଢାଉରେ ସାମିଲ୍ […]

vigilance

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 04:27 AM IST

କଲ୍ୟାଣସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ବଡୋଟଡ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଅଶୋକ ପାତ୍ରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରୁଛି। ତାଙ୍କ କଲ୍ୟାଣସିଂହପୁର ଓ ରାୟଗଡ଼ା ଘର ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି। ଏହାସହିତ ତାଙ୍କ ଦୁଇଟି ଦୋକାନ ଘରେ ମଧ୍ୟ ଚଢ଼ାଉ ଚାଲିଛି। ଭିଜିଲାନ୍ସ ଡିଏସ୍‌ପି ରଞ୍ଜନ କୁମାର ଦାସ ଓ ଡିକେ ନାୟକଙ୍କ ସହ ମୋଟ ୧୦ ଜଣ ଅଧିକାରୀ ଏହି ଚଢାଉରେ ସାମିଲ୍ ଅଛନ୍ତି।

Related story