କାମାକ୍ଷାନଗର: ୧୭ ହଜାର ଟଙ୍କା ଓ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା  କାମାକ୍ଷାନଗର ଥାନା ଅନ୍ତର୍ଗତ ରହଣି ଗାଁର ଜ୍ୟୋତିରଞ୍ଜନ ପତିଙ୍କ ଘରେ ଶୁକ୍ରବାର ରାତିରେ ସଶସ୍ତ୍ର ଡକାୟତି ହୋଇଛି।  ୧୦ ଜଣ ଡାକାୟତ ଛାତ ଉପର ଦେଇ ଘର ଭିତରକୁ ପଶି ପରିବାର ଲୋକଙ୍କୁ ଏକ କଠୋରୀରେ ବନ୍ଦ କରି ୧୭ ହଜାର ଟଙ୍କା ସହିତ ସୁନା ଗହଣା ଲୁଟି ନେଇଛନ୍ତି।  ଏ ନେଇ ଜ୍ୟୋତିରଞ୍ଜନ ଥାନାରେ ଅଭିଯୋଗ କରିବା ପରେ ଏସ୍‌ଡିପିଓ ସେକ୍‌ ଅବଦୁଲ କରିମ୍, ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀଙ୍କ ସହ […]

kamakhyanagara

Rakesh Mallick
  • Published: Saturday, 11 June 2016
  • , Updated: 11 June 2016, 12:35 PM IST

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା  କାମାକ୍ଷାନଗର ଥାନା ଅନ୍ତର୍ଗତ ରହଣି ଗାଁର ଜ୍ୟୋତିରଞ୍ଜନ ପତିଙ୍କ ଘରେ ଶୁକ୍ରବାର ରାତିରେ ସଶସ୍ତ୍ର ଡକାୟତି ହୋଇଛି।  ୧୦ ଜଣ ଡାକାୟତ ଛାତ ଉପର ଦେଇ ଘର ଭିତରକୁ ପଶି ପରିବାର ଲୋକଙ୍କୁ ଏକ କଠୋରୀରେ ବନ୍ଦ କରି ୧୭ ହଜାର ଟଙ୍କା ସହିତ ସୁନା ଗହଣା ଲୁଟି ନେଇଛନ୍ତି।  ଏ ନେଇ ଜ୍ୟୋତିରଞ୍ଜନ ଥାନାରେ ଅଭିଯୋଗ କରିବା ପରେ ଏସ୍‌ଡିପିଓ ସେକ୍‌ ଅବଦୁଲ କରିମ୍, ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀଙ୍କ ସହ ସାଇଣ୍ଟିକ୍ ଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Related story