କାମାକ୍ଷାନଗର: ୯୨ ଲିଟର ନକଲି ମଦ ଓ ପୋଚ ଜବତ, ୩ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୂବନର ବିଭିନ୍ନ ଗାଁରେ ଚଢ଼ାଉ କରି  ଅବକାରୀ ବିଭାଗ ୯୨ ଲିଟର ନକଲି ମଦ ଓ  ଏକ ହଜାର ଲିଟର ପୋଚ  ଜବତ କରିଛି। ଏ ଘଟଣାରେ ୩ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି।  ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧୀକ୍ଷକ ଗୁପ୍ତେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।

giraf

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 05:04 AM IST

Related story