କନ୍ଧମାଳ: ୩ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ଦୁଇଟି କାର ଓ ୪ଟି ବାଇକ ଜବତ କରିଛି। ଗିରଫ ଯୁବକମାନେ ହେଲେ ଫିରିଙ୍ଗିଆର ସୁବାଷ ଚନ୍ଦ୍ର, ହରିବନ୍ଧୁ କହଁର, ମଲିକପଡ଼ାର ଜଗଦିଶ ସାହାଣି ଏବଂ ଗଞ୍ଜାମ କୋଦାଳର ପ୍ରତାପ ସ୍ୱାଇଁ ଓ ସାଗର ସ୍ୱାଇଁ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ganjai

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 01:05 PM IST

Related story