ଆଳି: ଲକ୍ଷ୍ମୀବରାହ ମନ୍ଦିରରେ ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଲକ୍ଷ୍ମୀବରାହ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ମନ୍ଦିର କୋଠାଘର ତାଲା ଭାଙ୍ଗି ବିଭିନ୍ନ ଆସବାବପତ୍ର ଓ ସାମଗ୍ରୀ ଚୋରିହୋଇଥିବା ଜଣାପଡ଼ିଛି। ଆଜି ସକାଳେ ସେବାୟତମାନେ ଆସି ନୀତିକାନ୍ତ ପାଇଁ ମନ୍ଦିର ଦ୍ୱାର ଖୋଲିବା ପରେ ଚୋରି ହୋଇଥିବା ନେଇ ଜଣାପଡ଼ିଥିଲା। ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ali

Rakesh Mallick
  • Published: Tuesday, 12 July 2016
  • , Updated: 12 July 2016, 09:34 AM IST

Related story