ମାଲକାନଗିରିରେ କିନ୍ନରଙ୍କୁ ମାଡ଼

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ନୟକଗୁଡ଼ା ଗ୍ରାମରେ ଜଣେ କିନ୍ନରଙ୍କୁ ଆକ୍ରମଣ ହୋଇଛି। ଗତ କିଛି ଦିନ ଧରି କିନ୍ନର ଜଣକ ଜୋର ଜବରଦସ୍ତ ସ୍ଥାନୀୟ ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲୋକେ କିନ୍ନରକୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇନି।

malkangere

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 08:44 PM IST

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ନୟକଗୁଡ଼ା ଗ୍ରାମରେ ଜଣେ କିନ୍ନରଙ୍କୁ ଆକ୍ରମଣ ହୋଇଛି।

ଗତ କିଛି ଦିନ ଧରି କିନ୍ନର ଜଣକ ଜୋର ଜବରଦସ୍ତ ସ୍ଥାନୀୟ ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲୋକେ କିନ୍ନରକୁ ଧରି ନିସ୍ତୁକ ମାଡ଼ ମାରିଥିଲେ।

ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇନି।

Related story