କେନ୍ଦ୍ରାପଡ଼ା: ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଝାରକଟା ଗାଁରେ ଏକ ଗୁହାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଶୋଇବା ଘରୁ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଭଗବାନ ଦାସ(୬୫) ଏବଂ ତାଙ୍କ ପତ୍ନୀ ମରୁଆ ଦାସ। ଘରେ ରକ୍ତର ଛିଟା ଲାଗିଥିବାରୁ  ଉଭୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି। ଘଟଣାର ତଦନ୍ତ ଜାରି ରହିଛି। ମୃତ ଭଗବାନଙ୍କ ପୁଅ ଏହି ହତ୍ୟାକାଣ୍ଡ ଘଟାଇ ଥିବା ପୋଲିସ ସନ୍ଦେହ କରୁଛି।

hotya

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 04:44 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଝାରକଟା ଗାଁରେ ଏକ ଗୁହାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଶୋଇବା ଘରୁ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଭଗବାନ ଦାସ(୬୫) ଏବଂ ତାଙ୍କ ପତ୍ନୀ ମରୁଆ ଦାସ।

ଘରେ ରକ୍ତର ଛିଟା ଲାଗିଥିବାରୁ  ଉଭୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି। ଘଟଣାର ତଦନ୍ତ ଜାରି ରହିଛି। ମୃତ ଭଗବାନଙ୍କ ପୁଅ ଏହି ହତ୍ୟାକାଣ୍ଡ ଘଟାଇ ଥିବା ପୋଲିସ ସନ୍ଦେହ କରୁଛି।

Related story