କେନ୍ଦ୍ରାପଡ଼ା଼: ଗୋରୁ ଚମଡ଼ା ବୋଝେଇ ଭ୍ୟାନ ଜବତ, ୨ ଅଟକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଟାଉନ୍‌ ଥାନା ପୋଲିସ୍‌ ଆଜି ଏକ ଗୋରୁ ଚମା ବୋଝେଇ ଭ୍ୟାନ୍‌ ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ଆଜି ସକାଳେ ଭ୍ୟାନ୍‌ରେ ଗୋରୁ ଚମାଡା ଚାଲାଣ ହେଉଥିଲା। ଏ ସମ୍ପର୍କରେ ବଜରଙ୍ଗ ଦଳର କର୍ମୀମାନେ ଜାଣିପାରି ତିନିମୁହାଣୀ ଛକ ନିକଟରେ ଗାଡ଼ିଟିକୁ ଅଟକାଇ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ଗୋରୁ ଚମଡ଼ା ଜବତ କରିଛି।

kendrapada

Rakesh Mallick
  • Published: Wednesday, 21 September 2016
  • , Updated: 21 September 2016, 03:29 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଟାଉନ୍‌ ଥାନା ପୋଲିସ୍‌ ଆଜି ଏକ ଗୋରୁ ଚମା ବୋଝେଇ ଭ୍ୟାନ୍‌ ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

ଆଜି ସକାଳେ ଭ୍ୟାନ୍‌ରେ ଗୋରୁ ଚମାଡା ଚାଲାଣ ହେଉଥିଲା। ଏ ସମ୍ପର୍କରେ ବଜରଙ୍ଗ ଦଳର କର୍ମୀମାନେ ଜାଣିପାରି ତିନିମୁହାଣୀ ଛକ ନିକଟରେ ଗାଡ଼ିଟିକୁ ଅଟକାଇ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ଗୋରୁ ଚମଡ଼ା ଜବତ କରିଛି।

Related story