ଖୋର୍ଦ୍ଧା: ଟାଙ୍ଗୀରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଖୋର୍ଦ୍ଧା:  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ପୋଲିସ ଚଢ଼ାଉ କରି ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏଥିରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରବିବାର ଅପରାହ୍ନରେ ବ୍ରହ୍ମପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ୪ଟି ଗାଡିକୁ ପୋଲିସ ଯାଞ୍ଚ କରିଥିଲା। ଏଥିରୁ ପୋଲିସ ଗଞ୍ଜେଇ ଜବତ କରିଥିଲା।

g-4

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 02:32 AM IST

Related story