କିରୋସିନି ଢାଳି ସ୍ତ୍ରୀକୁ ପୋଡ଼ି ଦେଲା ସ୍ୱାମୀ

ଆଠଗଡ଼: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କୋଲିକନ୍ୟା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁର ବିକାଶ ମନ୍ତ୍ରୀ ତାଙ୍କ ସ୍ତ୍ରୀ ସୁମିତ୍ରାଙ୍କୁ ଆଜି ସକାଳେ ହତ୍ୟା କରିବା ପରେ କିରୋସିନି ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ସୁମିତ୍ରାଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଛି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

fir

Rakesh Mallick
  • Published: Friday, 09 September 2016
  • , Updated: 09 September 2016, 01:14 PM IST

ଆଠଗଡ଼: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କୋଲିକନ୍ୟା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁର ବିକାଶ ମନ୍ତ୍ରୀ ତାଙ୍କ ସ୍ତ୍ରୀ ସୁମିତ୍ରାଙ୍କୁ ଆଜି ସକାଳେ ହତ୍ୟା କରିବା ପରେ କିରୋସିନି ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ସୁମିତ୍ରାଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଛି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story