ପାରାଦୀପ:୧୨ହଜାର ଲିଟର କିରାସିନି ଜବତ, ଅଭିଯୁକ୍ତ ଫେରାର

ପାରାଦୀପ: ପାରାଦୀପ ସ୍ତିତ ବାଲିପ୍ଲଟ୍ ନିକଟସ୍ଥ ମହାନଦୀରେ ପୁଣି ଏକ ସ୍ୱତନ୍ତ୍ର ଡଙ୍ଗାରୁ ଚୋରା ଚାଲାଣ ସମୟରେ ୧୨ହଜାର ଲିଟର ପିଡିଏସ୍ କିରାସିନି ଜବତ ହୋଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ଜବତ ହୋଇଥିବା ପିଡିଏସ୍ କିରାସିନିକୁ  ଖାଦ୍ୟ ଯୋଗାଣ ବିଭାଗକୁ ହସ୍ତାନ୍ତର କରାଯାଇଛି। କୌଣସି ବିଶେଷ ସୁତ୍ରରୁ ଖବର ପାଇ ପାରାଦୀପ ପୋଲିସ୍ ଅଚାନକ ଚଢାଉ କରିଥିଲା। ବୃନ୍ଦାବନ କଲୋନୀ, ବାଲିଝରା ଓ ବାଲିପ୍ଲଟ୍ ନିକଟରେ ଥିବା କେତେକ କିରାସିନି ଡିଲରଙ୍କ ଗୋଦାମ ଗୃହରେ ମଧ୍ୟ […]

PDS KIROSIN

PDS KIROSIN

Rakesh Mallick
  • Published: Monday, 28 December 2015
  • Updated: 28 December 2015, 12:58 PM IST

Sports

Latest News

ପାରାଦୀପ: ପାରାଦୀପ ସ୍ତିତ ବାଲିପ୍ଲଟ୍ ନିକଟସ୍ଥ ମହାନଦୀରେ ପୁଣି ଏକ ସ୍ୱତନ୍ତ୍ର ଡଙ୍ଗାରୁ ଚୋରା ଚାଲାଣ ସମୟରେ ୧୨ହଜାର ଲିଟର ପିଡିଏସ୍ କିରାସିନି ଜବତ ହୋଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ଜବତ ହୋଇଥିବା ପିଡିଏସ୍ କିରାସିନିକୁ  ଖାଦ୍ୟ ଯୋଗାଣ ବିଭାଗକୁ ହସ୍ତାନ୍ତର କରାଯାଇଛି। କୌଣସି ବିଶେଷ ସୁତ୍ରରୁ ଖବର ପାଇ ପାରାଦୀପ ପୋଲିସ୍ ଅଚାନକ ଚଢାଉ କରିଥିଲା। ବୃନ୍ଦାବନ କଲୋନୀ, ବାଲିଝରା ଓ ବାଲିପ୍ଲଟ୍ ନିକଟରେ ଥିବା କେତେକ କିରାସିନି ଡିଲରଙ୍କ ଗୋଦାମ ଗୃହରେ ମଧ୍ୟ ଚଢାଉ କରାଯାଇଛି। ଏନେଇ ପୋଲିସ ଅଧିକ ଅନୁସନ୍ଧାନ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story