ବିପଦ ସାଜିଛି ବେପରୁଆ ଗୁଡ଼ି ଉଡ଼ା

  • Published: Saturday, 30 December 2023
  • , Updated: 30 December 2023, 05:20 PM IST

ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡ଼ି ଉଡ଼ା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁ ଅନେକ ରକ୍ତାକ୍ତ ହେଉଛନ୍ତି। ବାଲେଶ୍ୱରର ଜି. ରାଜେଶ ଦିନକ ତଳେ ସେ ମୋଟର ସାଇକେଲରେ ଚାନ୍ଦିପୁରକୁ ଯାଉଥିବା ବେଳେ ତାଙ୍କ ମୁହଁରେ ମାଞ୍ଜା ସୂତା ଲାଗିଥିଲା। କିଛି ବୁଝିବା ପୂର୍ବରୁ ତାଙ୍କ ନାକ ଓ ମୁହଁ କଟି ଯାଇଥିଲା। 
 

Related story