କୁଚିଣ୍ଡା ବାଇପାସ୍‌ ରୋଡ୍‌ ନିକଟରୁ ଚୋରି ଘଟଣା: ୪ ଗିରଫ

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବାଇପାସ୍‌ ରୋଡ୍‌ ନିକଟସ୍ଥ କଦଳୀ ଗୋଦାମ ଘରୁ ୨,୫୦,୦୦୦ ଟଙ୍କା ଚୋରି ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସନ୍ତୋଷ ରାୟ, ରାଜୁ ସୁନାନୀ ଓରଫ କୁତକୁନି,ସମ୍ଭୋ ଠାକୁର ଓ ମଣ୍ଟୁ ଗୟାନା। ଏମାନଙ୍କ ନାଁରେ ବହୁ ମାମଲା ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଚୋରି ହୋଇଥିବା ନେଇ ଗତ ୨୫ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା।

arrest

Rakesh Mallick
  • Published: Friday, 02 September 2016
  • , Updated: 02 September 2016, 01:28 PM IST

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବାଇପାସ୍‌ ରୋଡ୍‌ ନିକଟସ୍ଥ କଦଳୀ ଗୋଦାମ ଘରୁ ୨,୫୦,୦୦୦ ଟଙ୍କା ଚୋରି ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତମାନେ ହେଲେ ସନ୍ତୋଷ ରାୟ, ରାଜୁ ସୁନାନୀ ଓରଫ କୁତକୁନି,ସମ୍ଭୋ ଠାକୁର ଓ ମଣ୍ଟୁ ଗୟାନା। ଏମାନଙ୍କ ନାଁରେ ବହୁ ମାମଲା ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଚୋରି ହୋଇଥିବା ନେଇ ଗତ ୨୫ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା।

Related story