ଲାଞ୍ଚ ନେବା ବେଳେ ବାଙ୍କି ଥାନା ଏଏସ୍‌ଆଇ ଗିରଫ

କଟକ: ୧୬୦୦ ଟଙ୍କା ଲାଞ୍ଚ ନେବା ବେଳେ ବାଙ୍କି ଥାନା ଏଏସ୍ଆଇ ନରେନ୍ଦ୍ର କୁମାର ଖୁଣ୍ଟିଆ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ବାଙ୍କି ଥାନା ଅନ୍ତର୍ଗତ ପାଟପୁର ଗାଁର ବିଭୂତି ଭୂଷଣ ଦାସଙ୍କର ଏକ ଜମି ମାମଲାର ଫଇସଲା କରିବା ପାଇଁ ଏଏସ୍‌ଆଇ ନରେନ୍ଦ୍ର ଲାଞ୍ଚ ମାଗିଥିଲେ। ଏହି  ସଂପର୍କରେ ବିଭୂତି ପୂର୍ବରୁ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଆଜି ତାଙ୍କଠାରୁ ୧୬୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ନରେନ୍ଦ୍ରଙ୍କୁ ଧରିଥିଲା।

iisi

Rakesh Mallick
  • Published: Friday, 11 March 2016
  • , Updated: 11 March 2016, 06:02 AM IST

Related story