୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଦିଗପହଣ୍ଡି ସବ୍ ଜେଲର

ବ୍ରହ୍ମପୁର: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଦିଗପହଣ୍ଡି ସବ ଜେଲର ବିଭୂତିଭୂଷଣ ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜେଲରେ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବିଭୂତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ଠିକାଦାରଙ୍କ ବକେୟା ପ୍ରାପ୍ତ ଦେବା ସହ ନୂଆ ଟେଣ୍ଡର ମିଳିବା ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।

v

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 09:09 AM IST

Related story