ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆରଆଇଟିଇ ଅଧ୍ୟକ୍ଷ 

ବ୍ରହ୍ମପୁର: ବ୍ରହ୍ମପୁର ରଙ୍ଗାଇଲୁଣ୍ଡା ଆରଆଇଟିଇ ଅଧ୍ୟକ୍ଷ  ତ୍ରିଲୋଚନ ପଣ୍ଡା  ୩ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ନିଜ ଅନୁଷ୍ଠାନର ଜଣେ ଇନଷ୍ଟ୍ରକ୍ଟର ଦୈତାରି ଶତପଥୀଙ୍କଠାରୁ ୯୫ ହଜାର ଟଙ୍କାର ବିଲ୍ ପାସ କରିବା ପାଇଁ ତିନି ହଜାର ଟଙ୍କା ଦାବି କରିଥିଲେ।  ତେବେ ସେ ଦୈତାରୀଙ୍କ ଠାରୁ ଲାଞ୍ଚ ନେବା ବେଳେ  ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

l

Rakesh Mallick
  • Published: Thursday, 28 April 2016
  • , Updated: 28 April 2016, 03:09 PM IST

Related story