ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଭଦ୍ରକ ତହସିଲ ଅମିନ

ଭଦ୍ରକ: ଭଦ୍ରକ ତହସିଲ ଅମିନ ହରିହର ଦାସ ଜମି ମାପ କରିବା ପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେଲାବେଳେ  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭଦ୍ରକ ପୁରୁଣାବଜାର ଅଞ୍ଚଳର ଶ୍ୟାମସୁନ୍ଦର ଗୁପ୍ତାଙ୍କ  ଏରେଇ  ମୌଜାରେ ଥିବା ଜମି ମାପ କରାଇବା ପାଇଁ ଏକ ହଜାର ଟଙ୍କା ମାଗିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ହରିହର ଶ୍ୟାମ ସୁନ୍ଦରଙ୍କଠାରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସିଡି ତଳେ  ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ।

bhadrak

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 06:38 PM IST

Related story