ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ କନିକା ତହସିଲର ମୁଖ୍ୟ କିରାଣି

ଆଳି: ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲର ମୁଖ୍ୟ କିରାଣି ମାନସ କୁମାର ଜେନା। ମାନସ ଜମି ମିୟୁ ଟେସନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଗିରଫ କରିଛି। ରାଜକନିକାର ବଳିଭଣ୍ଡା ଗାଁର ନିଧିରାମ ବାରିକଙ୍କୁ ଜମି ମିୟୁଟେସନ କରାଇ ଦେବାକୁ କହି ମାନସ ୧୦,୦୦୦ ଟଙ୍କା ଦାବି କରିଥିଲେ। ନିଧିରାମ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ପୂର୍ବ […]

kanika

kanika

Rakesh Mallick
  • Published: Saturday, 24 September 2016
  • Updated: 24 September 2016, 02:51 PM IST

Sports

Latest News

ଆଳି: ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲର ମୁଖ୍ୟ କିରାଣି ମାନସ କୁମାର ଜେନା। ମାନସ ଜମି ମିୟୁ ଟେସନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଗିରଫ କରିଛି।

ରାଜକନିକାର ବଳିଭଣ୍ଡା ଗାଁର ନିଧିରାମ ବାରିକଙ୍କୁ ଜମି ମିୟୁଟେସନ କରାଇ ଦେବାକୁ କହି ମାନସ ୧୦,୦୦୦ ଟଙ୍କା ଦାବି କରିଥିଲେ। ନିଧିରାମ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଆଜି ନିଧିରାମ ଲାଞ୍ଚ ଟଙ୍କା ନେଇ ମାନସଙ୍କୁ ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

ସୂଚନାଯୋଗ୍ୟ, ଅଭିଯୁକ୍ତ ମାନସ ପୂର୍ବରୁ ମହାକାଳପଡ଼ା ତହସିଲରେ ଥିବା ସମୟରେ ମଧ୍ୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story