ମଙ୍ଗଳପୁର ଗଣ ଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁରରେ ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଦୌରାଜଜ୍‌। ଜେଲ୍‌ ଦଣ୍ଡ ସହ ସମସ୍ତ ଅଭିଯୁକ୍ତଙ୍କୁ  ୫,୦୦୦ ଟଙ୍କା ଲେଖାଏଁ ଜରିମାନା ଆଦେଶ ହୋଇଛି। କୋର୍ଟ ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ୍‌ ଓ ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି। ୨୦୧୪ ଫେବୃଆରୀ ୧୭ ତାରିଖରେ ମହିଳା ଜଣକ ହାଟରୁ ସଉଦା କରି ଘରକୁ  ଫେରୁଥିବା ବେଳେ […]

court

Rakesh Mallick
  • Published: Saturday, 10 September 2016
  • , Updated: 10 September 2016, 09:58 AM IST

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁରରେ ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଦୌରାଜଜ୍‌। ଜେଲ୍‌ ଦଣ୍ଡ ସହ ସମସ୍ତ ଅଭିଯୁକ୍ତଙ୍କୁ  ୫,୦୦୦ ଟଙ୍କା ଲେଖାଏଁ ଜରିମାନା ଆଦେଶ ହୋଇଛି। କୋର୍ଟ ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ୍‌ ଓ ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି।

୨୦୧୪ ଫେବୃଆରୀ ୧୭ ତାରିଖରେ ମହିଳା ଜଣକ ହାଟରୁ ସଉଦା କରି ଘରକୁ  ଫେରୁଥିବା ବେଳେ ଏମାନେ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ।

Related story