ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ହତ୍ୟା ମାମଲା: ପୁଣି ମହିମାଙ୍କ ହେଲିକପ୍ଟର ଯାଞ୍ଚ

ପାରାଦୀପ: ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଆଜି ଜଗତସିଂହପୁର ପୋଲିସ୍‌ ପୁଣି ଥରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ମହିମା ମିଶ୍ରଙ୍କ ଓଏସ୍‌ଏଲ୍‌ କମ୍ପାନୀର ହେଲିକପ୍ଟରକୁ ଯାଞ୍ଚ କରିଛି। ହତ୍ୟାକାରମାନେ ଏହି ହେଲିକପ୍ଟରକୁ ବ୍ୟବହାର କରିଛନ୍ତି କି ନାହିଁ ପୋଲିସ୍‌ ତନାଘନା ଚଳାଇଛି। ଏହାଛଡ଼ା ଅନେକ କାଗଜପତ୍ର ଯାଞ୍ଚ କରିଛି। ଗତକାଲି ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ମହିମା ଓ ତାଙ୍କ ପୁଅ ଚର୍ଚ୍ଚିତଙ୍କ […]

1mahima

1mahima

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 02:33 PM IST

Sports

Latest News

ପାରାଦୀପ: ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଆଜି ଜଗତସିଂହପୁର ପୋଲିସ୍‌ ପୁଣି ଥରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ମହିମା ମିଶ୍ରଙ୍କ ଓଏସ୍‌ଏଲ୍‌ କମ୍ପାନୀର ହେଲିକପ୍ଟରକୁ ଯାଞ୍ଚ କରିଛି। ହତ୍ୟାକାରମାନେ ଏହି ହେଲିକପ୍ଟରକୁ ବ୍ୟବହାର କରିଛନ୍ତି କି ନାହିଁ ପୋଲିସ୍‌ ତନାଘନା ଚଳାଇଛି। ଏହାଛଡ଼ା ଅନେକ କାଗଜପତ୍ର ଯାଞ୍ଚ କରିଛି।

ଗତକାଲି ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ମହିମା ଓ ତାଙ୍କ ପୁଅ ଚର୍ଚ୍ଚିତଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ କରିଥିଲା। ଖୁବ୍‌ ଶୀଘ୍ର ସେମାନଙ୍କ ବନ୍ଧୁକ ଜବତ ହେବ ବୋଲି ପୋଲିସ୍‌ କହିଛି।

ଗତ ୨୬ ତାରିଖ ସକାଳେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିଲେ। ପାରାଦୀପ ଆମ୍ୱେଦକର ଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାରେ ପୋଲିସ୍‌ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ମିଶାଇ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story