ମାଲକାନଗିରି: ଲକ୍ଷେରୁ ଅଧିକ ଟଙ୍କାର ଜାଲନୋଟ୍‌ ଜବତ,୪ ଗିରଫ

ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ଆଜି ଜାଲ ନୋଟ୍‌ ରାକେଟ ଠାବ କରାଯାଇଛି।ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୧,୧୮,୦୦୦ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରାଯାଇଛି। ସେଥିରେ ୧୦୦୦, ୫୦୦ ଓ ୧୦୦ ଟଙ୍କିଆ ଅଛି। ଏହି ରାକେଟ ହାଇଦ୍ରାବାଦ ଯାଏଁ ଲମ୍ବିଥିବା ସୂଚନା ମିଳିଛି।

jai

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 02:19 PM IST

Related story