ମାଲକାନଗିରି: ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା କତାପାଲିରେ ଜଣେ ବ୍ୟକ୍ତି ରାତିରେ ଶୋଇଥିବା ସମୟରେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ପୋଲିସ୍ ଇନ୍‌ଫର୍ମର ସନ୍ଦେହରରେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଭିଆଇ ଥିବା ପୋଲିସ ସନ୍ଦେହ କରୁଛି। ଘଟଣାସ୍ଥଳରେ ମାଓବାଦୀମାନେ କିଛି ପୋଷ୍ଟର କିମ୍ୱା ବ୍ୟାନର ଛାଡ଼ି ଯାଇ ନାହାନ୍ତି। ପୋଲିସ୍‌ ଏ ନେଇ ତଦନ୍ତ କରୁଛି। ମାଓବାଦୀମାନେ ତାଙ୍କ ସ୍ଥିତି ଜାହିର କରିବା ପାଇଁ ଏପରି ଘଟାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

murder

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 06:41 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା କତାପାଲିରେ ଜଣେ ବ୍ୟକ୍ତି ରାତିରେ ଶୋଇଥିବା ସମୟରେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ପୋଲିସ୍ ଇନ୍‌ଫର୍ମର ସନ୍ଦେହରରେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଭିଆଇ ଥିବା ପୋଲିସ ସନ୍ଦେହ କରୁଛି।

ଘଟଣାସ୍ଥଳରେ ମାଓବାଦୀମାନେ କିଛି ପୋଷ୍ଟର କିମ୍ୱା ବ୍ୟାନର ଛାଡ଼ି ଯାଇ ନାହାନ୍ତି। ପୋଲିସ୍‌ ଏ ନେଇ ତଦନ୍ତ କରୁଛି। ମାଓବାଦୀମାନେ ତାଙ୍କ ସ୍ଥିତି ଜାହିର କରିବା ପାଇଁ ଏପରି ଘଟାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

Related story