ମାଲକାନଗିରି ଅନର କିଲିଂ ଘଟଣା: ଗାଁ ମୁଖିଆଙ୍କ ସମେତ ୬ ଗିରଫ

ମାଲକାନଗିରି: ପଡ଼ିଆ ଥାନା ଧକଡ଼ପାଲି ଗାଁରେ ହୋଇଥିବା ଅନର କିଲିଂ ଘଟଣାରେ ପୋଲିସ ଗାଁ ମୁଖିଆଙ୍କ ସମେତ ୬ ଜଣଙ୍କୁ ବୁଧବାର ପୋଲିସ ଗିରଫ କରିଛି। ଗତବର୍ଷ ନଭେମ୍ବରରେ ଖାପ ପଞ୍ଚାୟତରେ ଗାଁ ମୁଖିଆଙ୍କ ନିର୍ଦ୍ଦେଶରେ ପ୍ରେମୀ ଯୁଗଳଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ଶବ ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଘଟଣାର ଏକ ସପ୍ତାହ ପରେ ଛତିଶଗଡ଼ରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର […]

malkangiri

Rakesh Mallick
  • Published: Thursday, 14 April 2016
  • , Updated: 14 April 2016, 04:45 AM IST

ମାଲକାନଗିରି: ପଡ଼ିଆ ଥାନା ଧକଡ଼ପାଲି ଗାଁରେ ହୋଇଥିବା ଅନର କିଲିଂ ଘଟଣାରେ ପୋଲିସ ଗାଁ ମୁଖିଆଙ୍କ ସମେତ ୬ ଜଣଙ୍କୁ ବୁଧବାର ପୋଲିସ ଗିରଫ କରିଛି। ଗତବର୍ଷ ନଭେମ୍ବରରେ ଖାପ ପଞ୍ଚାୟତରେ ଗାଁ ମୁଖିଆଙ୍କ ନିର୍ଦ୍ଦେଶରେ ପ୍ରେମୀ ଯୁଗଳଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ଶବ ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଘଟଣାର ଏକ ସପ୍ତାହ ପରେ ଛତିଶଗଡ଼ରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

Related story