ମାଲକାନଗିରି: ବାଘ ଚମଡ଼ା ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ବନ ବିଭାଗ ପକ୍ଷରୁ ୨ଟି ମହାବଳ ବାଘର ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି।  ତାଙ୍କ ନାଁ ସୁନ୍ଦର ଦୁରୁଆ। ବାଘ ଚମଡ଼ାକୁ ସୁନ୍ଦର ୩,୫୦୦ ଟଙ୍କାରେ  ବିକ୍ରି କରିବାକୁ ଆସୁଥିବା ବେଳେ ସାଉଳିଗୁଡ଼ା ନିକଟରୁ  ବନ ବିଭାଗ ତାଙ୍କୁ ଗିରଫ କରିଥିଲା। ବର୍ଷକ ତଳେ ଏହି ଅଞ୍ଚଳରୁ ବନ ବିଭାଗ  ଆଉ ଏକ ବାଘ ଚମଡ଼ା ଜବତ କରିଥିଲା।

tiger

Rakesh Mallick
  • Published: Tuesday, 06 September 2016
  • , Updated: 06 September 2016, 11:10 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ବନ ବିଭାଗ ପକ୍ଷରୁ ୨ଟି ମହାବଳ ବାଘର ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି।  ତାଙ୍କ ନାଁ ସୁନ୍ଦର ଦୁରୁଆ। ବାଘ ଚମଡ଼ାକୁ ସୁନ୍ଦର ୩,୫୦୦ ଟଙ୍କାରେ  ବିକ୍ରି କରିବାକୁ ଆସୁଥିବା ବେଳେ ସାଉଳିଗୁଡ଼ା ନିକଟରୁ  ବନ ବିଭାଗ ତାଙ୍କୁ ଗିରଫ କରିଥିଲା।

ବର୍ଷକ ତଳେ ଏହି ଅଞ୍ଚଳରୁ ବନ ବିଭାଗ  ଆଉ ଏକ ବାଘ ଚମଡ଼ା ଜବତ କରିଥିଲା।

Related story