ଲାଞ୍ଚ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ ଗିରଫ

ଢେଙ୍କାନାଳ: ମୋତିଆବିନ୍ଦୁ ଅପରେସନ୍ ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ସକାଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗର ଜଣେ କର୍ମଚାରୀ। ତାଙ୍କ ନାଁ ଶ୍ରୀନିବାସ ଚିନ୍ନାରା। ସେ ଶ୍ୟାମାଚରଣପୁରର ତ୍ରିଲୋଚନ ଶତପଥୀଙ୍କଠାରୁ ଲାଞ୍ଚ ନେଉଥିଲେ।

bribe

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 02:56 PM IST

ଢେଙ୍କାନାଳ: ମୋତିଆବିନ୍ଦୁ ଅପରେସନ୍ ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ସକାଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗର ଜଣେ କର୍ମଚାରୀ। ତାଙ୍କ ନାଁ ଶ୍ରୀନିବାସ ଚିନ୍ନାରା।

ସେ ଶ୍ୟାମାଚରଣପୁରର ତ୍ରିଲୋଚନ ଶତପଥୀଙ୍କଠାରୁ ଲାଞ୍ଚ ନେଉଥିଲେ।

Related story